CRISIS
CRIME
ODISHA
अपराध समाचार: मालिक की बेटी से प्रेम बना काल: हत्या के लिए घातक षड्यंत्र रचा गया था

ନିଜର ଜଣେ କର୍ମଚାରୀଙ୍କ ସହିତ ଝିଅର ସମ୍ପର୍କ ଥିବା ଜାଣି ପାରିଥିଲେ ଜଣେ ବ୍ୟବସାୟୀ। ସେମାନଙ୍କୁ ରଙ୍ଗେ ହାତ ଧରିବାକୁ ଓ କର୍ମଚାରୀ ଜଣକଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ସେ ରଚିଥିଲେ ସାଂଘାତିକ ଷଡ଼ଯନ୍ତ୍ର। ସେ ବିଛେଇ ଥିବା ଜାଲରେ ପଡ଼ିଯାଇଥିଲେ ତାଙ୍କ ଝିଅ ଓ ଝିଅର ପ୍ରେମିକ।
Odisha Reporter पर मूल खबर पढ़ें ↗