Flag of Indiaसत्यमेव जयते AADTAK
CRISIS CRIME ODISHA

Crime News: ମାଲିକଙ୍କ ଝିଅକୁ ଭଲ ପାଇବା ହେଲା କାଳ: ହତ୍ୟା ପାଇଁ ରଚାଯାଇଥିଲା ସାଂଘାତିକ ଷଡ଼ଯନ୍ତ୍ର

ନିଜର ଜଣେ କର୍ମଚାରୀଙ୍କ ସହିତ ଝିଅର ସମ୍ପର୍କ ଥିବା ଜାଣି ପାରିଥିଲେ ଜଣେ ବ୍ୟବସାୟୀ। ସେମାନଙ୍କୁ ରଙ୍ଗେ ହାତ ଧରିବାକୁ ଓ କର୍ମଚାରୀ ଜଣକଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ସେ ରଚିଥିଲେ ସାଂଘାତିକ ଷଡ଼ଯନ୍ତ୍ର। ସେ ବିଛେଇ ଥିବା ଜାଲରେ ପଡ଼ିଯାଇଥିଲେ ତାଙ୍କ ଝିଅ ଓ ଝିଅର ପ୍ରେମିକ।

Odisha Reporter Thu, 05 Nov 2026 06:20 DEVELOPING
Read the original at Odisha Reporter ↗