GOOD
POLITICS
ODISHA
Warden and MLA dispute escalates: ତେଜିଲା ୱାର୍ଡେନ୍ ଓ ବିଧାୟକ ବିବାଦ

ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲ ବିବାଦ ଜଟିଳ ରୂପ ଧାରଣ କରିଛି। ଏହି ବିବାଦ ଏବେ ଛାତ୍ର ଓ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସୀମିତ ନରହି ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ବନାମ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀରେ ପହଞ୍ଚିଛି। ଇଷ୍ଟ ହଷ୍ଟେଲ ବିବାଦର ସମାଧା
Read the original at Odisha Reporter ↗