Flag of Indiaसत्यमेव जयते AADTAK
REFORM POLITICS ODISHA

ଜାନୁଆରୀ ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା: ନଭେମ୍ବର ୩୦ରୁ ଡିସେମ୍ବର ୩୦ ଯାଏଁ କରିପାରିବେ ନୂଆ ନାମ ପଞ୍ଜିକରଣ ଓ ସଂଶୋଧନ

ରାଜ୍ୟରେ ସଠିକ୍ ଓ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ ଫଟୋଭୋଟର ତାଲିକା ପ୍ରସ୍ତୁତ କରିବା ନିମନ୍ତେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆସନ୍ତା ୨୦୨୭ ଜାନୁଆରୀ ୨୧ ତାରିଖରେ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏଥିପାଇଁ ୨୦୨୭ ମସିହା ଜାନୁଆରୀ ୧ ତାରିଖକୁ ଯୋଗ

Odisha Reporter Thu, 05 Nov 2026 16:47
Odisha Reporter पर मूल खबर पढ़ें ↗