ACCOUNTABILITY
POLITICS
ODISHA
Vigilance Trap: ଲାଞ୍ଚ ନେଉଥିଲେ ପୁଲିସ ସବ୍ ଇନ୍ସପେକ୍ଟର, ଭିଜିଲାନ୍ସକୁ ଦେଖି ପୋଖରୀକୁ ଡେଇଁ ପଡ଼ିଲେ; ୨୦୨୧ରେ ପାଇଥିଲେ ଚାକିରି

୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ସବ୍ ଇନ୍ସପେକ୍ଟର ସୁଜିତ କୁମାର ମହନ୍ତ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଏକ ମାମଲାକୁ ରଫାଦଫା କରିବା ପାଇଁ ସବ୍ ଇନ୍ସପେକ୍ଟର ଶ୍ରୀ ମହନ୍ତ ଜଣେ ଅଭିଯୁକ୍ତଙ୍କୁ ୧୦ ହଜାର ଟ
Odisha Reporter पर मूल खबर पढ़ें ↗