GOOD
INDIA
ODISHA
Vigilance Trap: ଚାକିରି ଆରମ୍ଭରୁ ଲାଞ୍ଚ; ସବ୍-ରେଜିଷ୍ଟ୍ରାରଙ୍କୁ ବାନ୍ଧିଲା ଭିଜିଲାନ୍ସ

ଚାକିରି ଆରମ୍ଭରୁ ଟଙ୍କା ଲୋଭ ତାଙ୍କୁ ବେଶ୍ ମହଙ୍ଗା ପଡ଼ିଛି। ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍) ଅଧିକାରୀ ତଥା ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଆଜି ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ସେ ଜଣେ ବ୍ୟକ୍ତିଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେ
Read the original at Odisha Reporter ↗