GOOD
INDIA
ODISHA
Vigilance Trap: ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସିଡିପିଓ

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ସଦର ସିଡିପିଓ ତଥା ପୌରପାଳିକା ଦାୟିତ୍ୱରେ ଥିବା ମଧୁସ୍ମିତା ମହାନ୍ତି। ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ରେମୁଣା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ଗାଡ଼ି ସିଡିପିଓଙ୍କ କାର୍ଯ୍ୟାଳୟରେ ଭଡ଼ାରେ ଲାଗିଛି। ତାଙ୍କର ଜୁନ୍ ଓ ଜୁଲା
Read the original at Odisha Reporter ↗