GOOD
INDIA
ODISHA
Vigilance Trap: ଲାଞ୍ଚ ନେଇ ଧରାପଡ଼ିଲେ ‘ଓଆରଏସ’ ଅଧିକାରୀ, ୨୦୨୪ରେ ପାଇଥିଲେ ଚାକିରି

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍) ଅଧିକାରୀ ତଥା ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ର। ଜଣେ ବ୍ୟକ୍ତିଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ସେ ଧରାପଡ଼ିଛନ୍ତି। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିବା ବେଳେ ତଦନ୍ତ ଜାର
Read the original at Odisha Reporter ↗