GOOD
INDIA
ODISHA
Students Protest: ଛାତ୍ର ଆନ୍ଦୋଳନକୁ ନେଇ ବିଜୟ ସରକାରଙ୍କ ୟୁ-ଟର୍ଣ୍ଣ: ପୂର୍ବ ନିର୍ଦ୍ଦେଶକୁ କଲେ ରଦ୍ଦ

Students Protest: ତାମିଲନାଡୁର କ୍ଷମତାସୀନ ବିଜୟ ସରକାରଙ୍କ ୟୁ-ଟର୍ଣ୍ଣ। ରାଜ୍ୟରେ ଛାତ୍ର ଆନ୍ଦୋଳନକୁ ନେଇ ଟିଭିକେ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ଆଜି ରଦ୍ଦ କରିଦେଇଛି। ବାମପନ୍ଥୀ ଓ ତାମିଲନାଡୁ କକ୍ରୋଚ ଜନତା ପାର୍ଟି(ସିଜେପି) ଆନ୍ଦୋଳନରେ ସାମିଲ ନ ହେବାକୁ ଶିକ୍ଷାର୍ଥୀଙ୍କୁ
Read the original at Odisha Reporter ↗