GOOD
CRIME
ODISHA
Steals phone from woman to gift fiancée, arrested: ଭାବିପତ୍ନୀଙ୍କୁ ଉପହାର ଦେବା ପାଇଁ ଯୁବତୀଙ୍କଠୁ ଝାମ୍ପି ନେଇଥିଲେ ମୋବାଇଲ ଫୋନ୍; ବନ୍ଧା ହେଲେ

ଭାବିପତ୍ନୀଙ୍କୁ ଉପହାର ଦେବା ପାଇଁ ପାଖରେ ନଥିଲା ଟଙ୍କା। ସାଙ୍ଗ ସହ ମିଶି ମୋବାଇଲ୍ ଫୋନ୍ ଲୁଟ୍ କରିଥିଲେ। ସିସିଟିଭି ଫୁଟେଜ ଆଧାରରେ ଧରାପଡ଼ି ଜେଲ୍ ଗଲେ। ଘଟଣାଟି ଘଟିଛି ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ। ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ରାକେଶ ନାୟକ ଓରଫ ରଥି ଓ ତାଙ୍କ ସହଯୋ
Read the original at Odisha Reporter ↗