GOOD
INDIA
ODISHA
Schools will be closed: ଏହି ଜିଲ୍ଲାରେ ପୁଣି ସ୍କୁଲ ଛୁଟି ଘୋଷଣା, ୩ ଯାଏ ବନ୍ଦ ରହିବ

ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲକୁ ଆସନ୍ତା ୩ ତାରିଖ ଯାଏ ଛୁଟି ଘୋଷଣା କରାଯାଇଛି। ଆଜି ଏକ ପ୍ରେସମିଟ୍ରେ ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭସନ୍। ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। ଏହା ପୂର୍ବରୁ ଦୁଇଟି ପର୍ଯ୍ୟା
Read the original at Odisha Reporter ↗