GOOD
INDIA
ODISHA
Road Accident: ଦୀପାବଳି ପାଇଁ ଘରକୁ ଆସୁଥିଲେ, ଦୁର୍ଘଟଣାରେ ଚାଲିଗଲା ଜୀବନ

ଦୀପାବଳି ପାଳନ ପାଇଁ ଗାଁକୁ ଆସୁଥିଲେ। ବାଟରେ ଘଟିଲା ଦୁର୍ଘଟଣା। ଚାଲିଗଲା ଜୀବନ। ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ମନୋଜ ଗୌଡ଼। ତାଙ୍କୁ ୩୫ ବର୍ଷ ହୋଇଥିଲା। ତାଙ୍କ ଘର ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ସିଙ୍ଗିପୁର ପଞ୍ଚାୟତ ଆଦିକନ୍ଦପୁର ଗ୍ରାମରେ। ମନ
Odisha Reporter पर मूल खबर पढ़ें ↗