GOOD
INDIA
ODISHA
Ragging in the hostel : ଜଣେ ଦଶମ ଶ୍ରେଣୀ ଛାତ୍ର ନବମ ଶ୍ରେଣୀର ୨୭ ଛାତ୍ରଙ୍କୁ ପିଟିଲେ, ଭିଡିଓ ଭାଇରାଲ ପରେ ଆକ୍ସନ ମୁଡ୍ରେ ପ୍ରଶାସନ

ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଏକ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀର ଛାତ୍ର ୨୭ ଜଣ ନବମ ଶ୍ରେଣୀର ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ରାୟଗଡ଼ ଜିଲ୍ଲା ରିଭଲକୋଣା ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରୁ। ଘଟଣାଟି ସାମ୍ନାକୁ ଆସିବା ପରେ ସ୍କୁଲ କର୍ତ୍ତୃପକ୍ଷ
Read the original at Odisha Reporter ↗