GOOD
INDIA
ODISHA
Online Taxi Drivers Protest: ମାଷ୍ଟରକ୍ୟାଣ୍ଟିନ୍ ଛକକୁ ରଣକ୍ଷେତ୍ର କରିଦେଲେ ଅନଲାଇନ୍ ଟ୍ୟାକ୍ସି ଚାଳକ

ଅନଲାଇନ୍ ଟ୍ୟାକ୍ସି ଡ୍ରାଇଭରଙ୍କ ଆନ୍ଦୋଳନରୁ ରାଜଧାନୀରେ ଲଙ୍କାକାଣ୍ଡ। ପ୍ରାୟ ୨ ଘଣ୍ଟା ଧରି ରଣକ୍ଷେତ୍ର ପାଲଟିଲା ବ୍ୟସ୍ତବହୁଳ ମାଷ୍ଟର କ୍ୟାଣ୍ଟିନ୍ ଛକ। ଡ୍ରାଇଭରଙ୍କ ଢେଲା ପଥର ମାଡ଼ ସହ ହିଂସାକାଣ୍ଡରେ ସ୍ଥିତି ଅଣାୟତ ହେବା ପରେ ବାଧ୍ୟ ହୋଇ ପୋଲିସ୍ ପାଣି ମାଡ଼ ସହ ଲାଠି ମାଡ଼ କରି ସେମାନଙ୍
Read the original at Odisha Reporter ↗