GOOD
INDIA
ODISHA
ରାଚି ସାରା କାଚିଲା, ଭୁବନେଶ୍ୱର ଜଳବନ୍ଦୀ | Odisha Reporter | Water Logging
ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁବନେଶ୍ୱର ୱାର୍ଡ ନମ୍ବର 4 ହରିଦାସପୁରର ସ୍ଥିତି ବେହାଲ । ପାଖାପାଖି 17 ଦିନ ହେଲାଣି ଏହି ଗାଁର 3 ହଜାରରୁ ଉର୍ଦ୍ଧ୍ବ ଲୋକ ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି । #waterlogging #bhubaneswar #BMC ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର
Read the original at Odisha Reporter ↗