GOOD
POLITICS
ODISHA
Odisha Govt ରେ କନସଲଟାଣ୍ଟ ରାଜରେ ପୂର୍ଣ୍ଣଚ୍ଛେଦ: ୫ବର୍ଷରୁ ଅଧିକ ରହିପାରିବେନି PMU , ସ୍ଥାୟୀ କାମ ପାଇଁ ସୃଷ୍ଟି ହେବ ନିୟମିତ ପଦବୀ

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମାଳମାଳ କନ୍ସଲଟାଣ୍ଟ,ପ୍ରୋଜେକ୍ଟ ମ୍ୟାନେଜମେଂଟ ୟୁନିଟ(PMU) ଓ ଟେକନିକାଲ ସପୋର୍ଟ ୟୁନିଟ(TSU) ମୁତୟନ ଉପରେ କଡ଼ା ଆଭିମୁଖ୍ୟ ପୋଷଣ କରିଛି ଅର୍ଥ ବିଭାଗ। ଦୀର୍ଘବର୍ଷ ଧରି କନ୍ସଲଟାଣ୍ଟ ନିଯୁକ୍ତି ନାଁରେ ଚାଲି ଆସିଥିବା ମନମୁଖୀ କାର୍ଯ୍ୟ ଓ ବିପୁଳ ରାଜକୋଷ
Read the original at Odisha Reporter ↗