Flag of Indiaसत्यमेव जयते
GOOD CRIME ODISHA

New Police DG ଚୟନରେ କେଁ: ସୁଶାନ୍ତ ନାଥଙ୍କ ନାଁରେ ସିବିଆଇ ତଦନ୍ତର ଆଳ ଦେଖାଇ ସମୟ ଲୋଡ଼ିଲେ ମୁଖ୍ୟ ସଚିବ, ଅଧାରୁ ଅଟକିଲା ୟୁପିଏସସି ବୈଠକ

ରାଜ୍ୟର ପରବର୍ତ୍ତୀ ପୁଲିସ ମୁଖିଆ ଚୟନ ପାଇଁ ଆଜି ଅନୁଷ୍ଠିତ ବୈଠକ ଅଧାରୁ ବନ୍ଦ ହୋଇଛି। ନୂଆଦିଲ୍ଲୀରେ ୟୁପିଏସସି ଅଧ୍ୟକ୍ଷ ଡଃ ଅଜୟ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁଲିସ ଡିଜି ଚୟନ ବୈଠକରେ ଆଜି କୌଣସି ନିଷ୍ପତ୍ତି ହୋଇପାରିନାହିଁ। ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅନୁରୋଧରେ ଏହି ବୈଠକକୁ ସ

Odisha Reporter Fri, 07 Aug 2026 17:23
Read the original at Odisha Reporter ↗