GOOD
INDIA
ODISHA
Mother and son dies of snakebite: ଶୋଇଥିବା ବେଳେ ମା’ପୁଅଙ୍କୁ ମାରିଦେଲା ରଣା

ଶୋଇଥିବା ବେଳେ ରଣା ସାପ କାମୁଡ଼ାରେ ଜଣେ ମହିଳା ଓ ତାଙ୍କ ୭ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଜଲାଙ୍ଗ ପଞ୍ଚାୟତ କଡ଼ମତାଲ ଗାଁରେ ଘଟିଛି ଏହି ଘଟଣା। ମୃତକମାନେ ହେଉଛନ୍ତି ଗାଁର ଅଜୟ କୁମାର ବଡ଼ରଇତଙ୍କ ପତ୍ନୀ ଲଳିତା ବଡ଼ରଇତ (୩୦) ଓ ପୁଅ ଅମିତ କୁମାର ବଡ଼ରଇତ (୭)।
Read the original at Odisha Reporter ↗