CRISIS
POLITICS
ODISHA
MLA Attacked: ବିଧାୟକଙ୍କୁ ଆକ୍ରମଣ

ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଆକ୍ରମଣ। ବନ୍ୟା ସ୍ଥିତି ସମୀକ୍ଷା କରିବାକୁ ଯାଇଥିବା ବେଳେ ପୁରୁଷୋତ୍ତମପୁର ବ୍ଲକ୍ରେ ତାଙ୍କୁ କରାଯାଇଛି ଆକ୍ରମଣ। ଉତ୍ତେଜିତ ଲୋକେ ତାଙ୍କୁ ଠେଲାପେଲା କରିଥିଲେ। ଏମିତିକି ଜଣେ ବ୍ୟକ୍ତି ତାଙ୍କ ବେକରେ ଗାମୁଛା ପକାଇ ତାଙ୍କୁ ଟାଣିବାକୁ ପ୍ରୟା
Read the original at Odisha Reporter ↗