ACCOUNTABILITY
CRIME
ODISHA
Mid Day Meal Scam: ମିଡ୍ ଡେ ମିଲରେ ସାଂଘାତିକ ଦୁର୍ନୀତି: କୋଟିଏ ଟଙ୍କାର ଅଟା ଓ ଚାଉଳ ଗାଏବ

Mid Day Meal Scam: ମିଡ୍ ଡେ ମିଲ୍ ଯୋଜନାରେ ଦୁର୍ନୀତି। ସ୍କୁଲ ପିଲାଙ୍କ ପାଇଁ ଆବଣ୍ଟିତ ହୋଇଥିବା ୩ ହଜାର କ୍ୱିଣ୍ଟାଲର ଅଟା ଓ ଚାଉଳ ଗାଏବ। ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଏହି ଜିନିଷ ଦେବାକୁ କୁହାଯାଇଥିଲା। ହେଲେ ପିଲାଙ୍କ ପେଟକୁ ଯିବା ବଦଳରେ ଅଧା ବାଟରୁ ହୋଇଯାଇଛି ବାଟମାରଣା। ମ
Read the original at Odisha Reporter ↗