GOOD
INDIA
ODISHA
Landslide death: ଗିଡ଼ିପାବାଲି ଭୂସ୍ଖଳନ ସ୍ଥଳରୁ ମିଳିଲା ଆଉ ୫ ମୃତଦେହ; ସମସ୍ତେ ଗୋଟିଏ ପରିବାରର

ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ତଥା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ବାଇବାଲି ପଞ୍ଚାୟତ ଗିଡ଼ିପାବାଲି ଗାଁରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ପଥର ଓ ମାଟି ତଳେ ଚାପି ହୋଇଥିବା ଲୋକଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରହିଥିବା ବେଳେ ଉଦ୍ଧାରକାରୀ ଦଳକୁ ଆଜି ମିଳିଛି ଆଉ ୫ ମୃତଦେହ।
Read the original at Odisha Reporter ↗