GOOD
INDIA
ODISHA
Kotia କୋଟିଆକୁ ନେଇ ପୁଣି ମୁହାଁମୁହିଁ ସ୍ଥିତି: ଓଡ଼ିଶା ପ୍ରଶାସନ ବିରୁଦ୍ଧରେ ଗର୍ଜିଲେ ଆନ୍ଧ୍ରର ଆଦିବାସୀ ମନ୍ତ୍ରୀ ସନ୍ଧ୍ୟାରାଣୀ,ସୁରେଶଙ୍କ ଜବାବ

କୋଟିଆରେ ନିର୍ବାଚନକୁ ନେଇ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ମଧ୍ୟରେ ବିବାଦ ପୁଣିଥରେ ଉଗ୍ରରୂପ ଧାରଣ କରିଛି। କୋଟିଆରେ ପଂଚାୟତ ଓ ମଣ୍ଡଳ ନିର୍ବାଚନ ପାଇଁ ଆସିଥିବା ପୁଲିଂ ପାର୍ଟର୍ି ଫେରିଯିବା ପରେ ଆନ୍ଧ୍ରପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଗୁମ୍ମଡି ସନ୍ଧ୍ୟାରାଣୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି
Read the original at Odisha Reporter ↗