STATE ACTION
CRIME
ODISHA
IPS officer: ପତ୍ନୀ ଆଣିଲେ ନିର୍ଯାତନା ଅଭିଯୋଗ; ଏସପିଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କଲେ ସରକାର

ପତ୍ନୀ ନିର୍ଯାତନା ଅଭିଯୋଗ ଆଣିବା ପରେ ଏସପିଙ୍କର ହେଲା ବଦଳି। ତାଙ୍କୁ ପୁଲିସ ମୁଖ୍ୟାଳୟକୁ କରାଯାଇଛି ବଦଳି। ଘଟଣା ଘଟିଛି ବିହାରରେ। ବଦଳି ହୋଇଥିବା ଏସପିଙ୍କ ନାଁ ଭାନୁ ପ୍ରତାପ ସିଂହ। ସେ ଖଗଡ଼ିଆ ଏସପି (ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ) ଥିଲେ । ପତ୍ନୀଙ୍କ ଅଭିଯୋଗ ପରେ ତାଙ୍କୁ ପାଟନା ସ
Read the original at Odisha Reporter ↗