Flag of Indiaसत्यमेव जयते AADTAK
GOOD INDIA ODISHA

Fire: ଜଳିଗଲା ୪ ବଖରା ଘର, ଗୋଟିଏ ପରିବାରର ୪ ଜୀବନ୍ତ ଦଗ୍ଧ

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ସେକ୍ସ ମହଲା ଗାଁରେ ବଡ଼ ଅଘଟଣ। ଗାଁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଗାଁର ସେକ ନିଜାମୁଦ୍ଦିନଙ୍କ ୪ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଜଣ ମହିଳା ଓ ୨ ଜଣ ଶିଶୁ। ସମସ୍ତେ ଗୋଟିଏ

Odisha Reporter Sat, 07 Nov 2026 17:23
Odisha Reporter पर मूल खबर पढ़ें ↗