GOOD
INDIA
ODISHA
ବାପାଙ୍କ ମୃତଦେହ ସହ ୫ ଦିନ ଧରି ଗୋଟିଏ ଘରେ ରହିଲେ ପୁଅ, ଧନତେରସ୍ରେ ଝିଅ ପହଞ୍ଚିବା ପରେ….
ଲକ୍ଷ୍ନୌ,୮ା୧୧: ଉତ୍ତରପ୍ରଦେଶର କାନପୁରର ପନକି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ ତାଙ୍କ ଫ୍ଲାଟ୍ରେ ପ୍ରାୟ ୫ ଦିନ ଧରି ପଡ଼ି ରହିଥିଲା। ଆଶ୍ଚର୍ଯ୍ୟର କଥା, ତାଙ୍କ ପୁଅ ମଧ୍ୟ ସେହି ଘରେ ରହୁଥିଲେ, ହେଲେ ବାପାଙ୍କ ମୃତ୍ୟୁ ସମ୍ପର୍କ
Read the original at ଧରିତ୍ରୀ ↗