Flag of Indiaसत्यमेव जयते AADTAK
GOOD INDIA ODISHA

ଦିନିକିଆରେ ସର୍ବାଧିକ ଥର ‘ଶୂନ୍ୟ’ରେ ଆଉଟ ହୋଇଥିବା ୫ ଭାରତୀୟ: ତାଲିକାରେ କେଉଁ ସ୍ଥାନକୁ ଗଲେ ରୋହିତ ଶର୍ମା? ଜାଣନ୍ତୁ

ନୂଆଦିଲ୍ଲୀ, ୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଜିତିବା ପାଇଁ ଭାରତକୁ ୧୮୬ ରନର ଲକ୍ଷ୍ୟ ମିଳିଥିଲା, ଯାହାର ପିଛା କରିବାକୁ ଯାଇ ଆରମ୍ଭ ଭଲ ରହିନଥିଲା। ରୋହିତ ଶର୍ମା ନିଜର ଖାତା ମଧ୍ୟ ଖୋଲି ପାରି ନଥିଲେ। ସେ ଭାରତ ପାଇଁ ଦିନିକିଆରେ ସର୍ବାଧିକ ଥର ଶୂନ୍ୟ (ଡକ) ଆଉଟ ହୋଇଥିବା

ଧରିତ୍ରୀ Wed, 04 Nov 2026 08:09
Read the original at ଧରିତ୍ରୀ ↗