GOOD
INDIA
ODISHA
ଶିକ୍ଷାମନ୍ତ୍ରୀ ସାର୍, ପରୀକ୍ଷାରେ ଆମକୁ ହଇରାଣ କରିବେନି…ପାଣି-କାଦୁଅରେ ଭବିଷ୍ୟତ ଖୋଜୁଛନ୍ତି ଛାତ୍ରୀଛାତ୍ର
ପୁରୁଷୋତ୍ତମପୁର, ୬।୧୧ (ସବିତା ମିଶ୍ର): ଶିକ୍ଷାମନ୍ତ୍ରୀ ସାର୍, ପରୀକ୍ଷାରେ ଆମକୁ ହଇରାଣ କରିବେନି। ଆମର ବର୍ଷକର ପରିଶ୍ରମ ସବୁ ବନ୍ୟା ପାଣି ଧୋଇନେଇଛି। ଆଉ ଲେଖିବାକୁ ଆମ ପାଖରେ ସମୟ ନାହିଁ। ଏହି ପାଣିଭିଜା ନୋଟ୍ବୁକ୍ ଦେଖି ଆମକୁ ପ୍ରାକ୍ଟିକାଲ୍ରେ ମାର୍କ ଦିଅନ୍ତୁ। ଜଣେ ବନ୍ୟା ବିପ
Read the original at ଧରିତ୍ରୀ ↗