GOOD
INDIA
ODISHA
ବିବାହ ପ୍ରତିଶ୍ରୁତି ଦେଇ ଦିବ୍ୟାଙ୍ଗ ଯୁବତୀଙ୍କୁ ପ୍ରତାରଣା କଲେ ସନାତନ: ବାନ୍ଧିଲା ପୋଲିସ
ଦେବଗଡ଼, ୫।୧୧(ଶଶାଙ୍କ ଶେଖର ଝାଙ୍କର):ଫେସବୁକ୍ ବନ୍ଧୁତା, ପରେ ପ୍ରେମ ସମ୍ପର୍କ ଏବଂ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରଲୋଭିତ କରିବା ଓ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଦେବଗଡ଼ ଥାନା ପୋଲିସ।
ଧରିତ୍ରୀ पर मूल खबर पढ़ें ↗