PROBLEM
BUSINESS
ODISHA
ଧନତେରସରେ ସୁନା କିଣିବାକୁ ପ୍ଲାନ କରୁଛନ୍ତି? ଜାଣନ୍ତୁ ଭୁବନେଶ୍ୱରରେ ୧୦ଗ୍ରାମ୍କୁ କେତେ ଅଛି ସୁନା ରେଟ୍
ଭୁବନେଶ୍ୱର,୬।୧୧: ଆଜି ୬ ନଭେମ୍ୱର, ଶୁକ୍ରବାର ଦିନ ଦେଶବ୍ୟାପୀ ଧନତେରସର ପବିତ୍ର ପର୍ୱ ବେଶ ଧୁମଧାମରେ ପାଳନ କରାଯାଉଛି। ଧନତେରସ ଅର୍ଥାତ ସୁଖ-ସମୃଦ୍ଧି କିଣାକିଣିର ଦିନ ଏବଂ ବିନିଯୋଗର ସବୁଠାରୁ ଶୁଭ ଅବସର। ଏହି ବିଶେଷ ଦିନରେ ପରମ୍ପରା ଅନୁଯାୟୀ ଲୋକେ ସୁନା-ରୁପା ସିକ୍କା, ଅଳଙ୍କାର ଏବଂ
Read the original at ଧରିତ୍ରୀ ↗