Flag of Indiaसत्यमेव जयते AADTAK
GOOD INDIA ODISHA

ସ୍କୁଲ ଭିତରେ ଜମିଥିଲା ପଙ୍କ-କାଦୁଅ: ନିଜ ହାତରେ ଝାଡୁ ଧରି ସଫା କଲେ ବ୍ଲକ ଅଧ୍ୟକ୍ଷା, ସରପଞ୍ଚ-ପୁରାତନ ଛାତ୍ର

ଛତ୍ରପୁର,୩।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁ ଗଞ୍ଜାମ ଜିଲାର ବିଭିନ୍ନ ବିଦ୍ୟାଳୟ ଜଳମଗ୍ନ ହୋଇପଡ଼ିଥିଲା। ବନ୍ୟାଜଳ ହ୍ରାସ ପାଇବା ପରେ ବିଦ୍ୟାଳୟ ପରିସର ଓ ଶ୍ରେଣୀଗୃହଗୁଡ଼ିକରେ ବହୁ ପରିମାଣର ପଙ୍କ, କାଦୁଅ ଏବଂ ଅଳିଆ ଆବର୍ଜନା ଜମି ରହିଥିଲା। ଦୀର୍ଘ ଛୁଟି

ଧରିତ୍ରୀ Tue, 03 Nov 2026 15:29
Read the original at ଧରିତ୍ରୀ ↗