Flag of Indiaसत्यमेव जयते
GOOD INDIA ODISHA

DGP ଆଇନଗତ ବିବାଦରେ ଫସିଗଲା ଡିଜିପି ଚୟନ ପ୍ରକ୍ରିୟା: ତ୍ରୁଟି କାହାର, କାହିଁକି ହେଉନି ଖୋଳତାଡ଼

କ୍ଷମତା କରିଡରରେ ପତିଆରା ଲଢ଼େଇ ଓ ମନମୁଖୀ ନିଷ୍ପତ୍ତି ଯୋଗୁଁ ରାଜ୍ୟ ପୁଲିସ ଡିଜି ନିଯୁକ୍ତି ପ୍ରକ୍ରିୟା ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଆଇନଗତ ଦାୱପେଂଚ ଭିତରେ ସୁପ୍ରିମକୋର୍ଟ ଅଗଷ୍ଟ ୧୩ ଓ ୧୮ତାରିଖର ଧାର୍ଯ୍ୟ ଶୁଣାଣିକୁ ପୁଣିଥରେ ସେପ୍ଟେମ୍ବର ୨ତାରିଖକୁ ଘୁଂଚାଇ ଦେଇଛନ୍ତି।

Odisha Reporter Tue, 18 Aug 2026 17:20
Read the original at Odisha Reporter ↗