GOOD
INDIA
ODISHA
ରାତିରୁ ନିଖୋଜ ଥିଲେ, ପୋଖରୀ କୂଳରୁ ମିଳିଲା ଛାତ୍ରୀଙ୍କ ମୃତଦେହ; ଏକତରଫା ପ୍ରେମରୁ ହତ୍ୟାକୁ ନେଇ…
ମାର୍ଶାଘାଇ, ୩୧।୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମରେ ଏକ ଅଭାବନୀୟ ଓ ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗତକାଲି ରାତିରୁ ନିଖୋଜ ଥିବା ସସ୍ମିତା ନାମ୍ନୀ ଜଣେ ଛାତ୍ରୀଙ୍କ ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ
Read the original at ଧରିତ୍ରୀ ↗