GOOD
INDIA
ODISHA
କେମିତି ସମ୍ପର୍କ ହେବ ନିବିଡ଼: ଆପଣାନ୍ତୁ ଏହିସବୁ ଟିପ୍ସ
ଦାମ୍ପତ୍ୟ ଜୀବନକୁ ସମ୍ପର୍କ ସ୍ନେହ ଡୋରିରେ ବାନ୍ଧି ରଖିଥାଏ। ଏହାକୁ ନିବିଡ଼ କରିବାକୁ ହେଲେ କେତୋଟି ବିଷୟ ପ୍ରତି ଦୃଷ୍ଟିଦେବାକୁ ପଡ଼ିଥାଏ। ସେ ବିଷୟରେ କିଛି ଟିପ୍ସ… ନିଜ ସମ୍ପର୍କକୁ ମଜଭୁତ କରି ରଖିବା ପାଇଁ ଛୋଟ ଛୋଟ କଥା ଉପରେ ଧ୍ୟାନ ଦେବା ଜରୁରୀ। ଛୋଟ ଛୋଟ ଅନୁଭବରୁ ସମ୍ପର୍କ ନିବିଡ଼
Read the original at ଧରିତ୍ରୀ ↗