Flag of Indiaसत्यमेव जयते AADTAK
GOOD INDIA ODISHA

ବିଭିନ୍ନ ଦାବି ନେଇ ଅତିରିକ୍ତ ଜିଲାପାଳଙ୍କୁ ଦାବି ପତ୍ର ଦେଲା ନିଖିଳ ଓଡ଼ିଶା ବ୍ଳକ ସମ୍ପ୍ରସାରଣ ଅଧିକାରୀ ସଂଘ

ଭବାନୀପାଟଣା,୨।୧୧(ଉତ୍ତମ କୁମାର ଦାଶ): ନିଖିଳ ଓଡ଼ିଶା ବ୍ଳକ ସମ୍ପ୍ରସାରଣ ଅଧିକାରୀ ମିଳିତ ସମନ୍ବୟ ପରିଷଦ (ଏଓବିଇଓ/ଜେସିସି) କଳାହାଣ୍ଡି ଜିଲା ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ସଂଘର ସଭାପତି ଗଣପତି ତାଣ୍ଡିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭବାନୀପାଟଣାରେ ଅତିରିକ୍ତ ଜିଲାପାଳ ତନ୍ମୟ

ଧରିତ୍ରୀ Mon, 02 Nov 2026 17:14
Read the original at ଧରିତ୍ରୀ ↗