STATE ACTION
CRIME
ODISHA
Cyber Lootera Arrested: ୯୨ ଲକ୍ଷର ସାଇବର ଲୁଟ୍, ଚାଇନା ଲିଙ୍କରେ ଭଦ୍ରକରୁ ମୁଖ୍ୟ ଏଜେଣ୍ଟ ଗିରଫ

Cyber Lootera Arrested: ଭଦ୍ରକରୁ ଅପରେଟ୍ ହେଉଥିଲା ଇଣ୍ଟରନ୍ୟାସନାଲ ଫ୍ରଡ୍ ରାକେଟ୍। ଚାଇନା ସହ ରହିଥିଲା ଲିଙ୍କ୍। ଚାଇନିଜ୍ ସାଇବର ଠକଙ୍କୁ ଯୋଗାଉଥିଲା ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ। ଫେସବୁକ୍ ଓ ହ୍ୱାଟ୍ସଆପ୍ରେ ଡବଲ୍ ରିଟର୍ଣ୍ଣର ଲୋଭ ଦେଖାଇ ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କଠାରୁ ୯୧ ଲକ
Odisha Reporter पर मूल खबर पढ़ें ↗