GOOD
INDIA
ODISHA
Cristiano Ronaldo retires: ପୂରଣ ହେଲାନି ସ୍ୱପ୍ନ; ଅବସର ନେଲେ ରୋନାଲ୍ଡୋ

ପର୍ତ୍ତୁଗାଲ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଅବସର ଘୋଷଣା। ସୋସିଆଲ୍ ମିଡିଆ ଏକ୍ସରେ ଅବସର ଘୋଷଣା କଲେ ରୋନାଲ୍ଡୋ। ୨୩ ବର୍ଷର କ୍ୟାରିଅରରେ ପର୍ତ୍ତୁଗାଲ ପାଇଁ ୨୩୪ ମ୍ୟାଚ ଖେଳିଛନ୍ତି। ରୋନାଲ୍ଡୋଙ୍କ ନାଁରେ ଅଛି ୧୪୬ଟି ଅନ୍ତର୍ଜାତୀୟ ଗୋଲ୍। ବିଶ୍ବକପ ଜିତିବା ସ୍ବପ୍ନ ଅଧୁରା ରହିଥିବା
Read the original at Odisha Reporter ↗