Flag of Indiaसत्यमेव जयते
GOOD CRIME ODISHA

Crime News: ମହିଳା ଦୋକାନୀଙ୍କୁ ଛୁରୀ ଦେଖାଇ ଟଙ୍କା ଓ ମୋବାଇଲ ଫୋନ୍ ଲୁଟ୍; ଅଭିଯୁକ୍ତ ଗିରଫ

ଦେବଗଡ଼ ଥାନା ଖୁଣ୍ଟିଆପାଲି ଗାଁରେ ଜଣେ ମହିଳା ଦୋକାନୀଙ୍କୁ ଛୁରୀ ଦେଖାଇ ଭୟଭୀତ କରି ୧୭ ହଜାର ଟଙ୍କା ଓ ମୋବାଇଲ ଫୋନ୍ ଲୁଟ୍‌ ମାମଲାରେ ଜଣେ ଲୁଟେରାକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ

Odisha Reporter Wed, 19 Aug 2026 10:18
Read the original at Odisha Reporter ↗