GOOD
INDIA
ODISHA
CNG Cylinder Explodes: ରାଜଧାନୀରେ ଫାଟିଲା ସିଏନଜି ସିଲିଣ୍ଡର: ଯୁବକ ମୃତ, ୬ ଆହତ

CNG Cylinder Explodes: ଦେଶର ରାଜଧାନୀ ଦିଲ୍ଲୀରେ ବଡ଼ ଅଘଟଣ। ରାଜଧାନୀର ଗୋଟିଏ ପେଟ୍ରୋଲ ପମ୍ପରେ ହୋଇଛି ସିଏନଜି ସିଲିଣ୍ଡର ବ୍ଲାଷ୍ଟ। ଟ୍ରକ୍ରେ ଥିବା ସିଏନଜି ସିଲିଣ୍ଡରରେ ଗ୍ୟାସ ଭର୍ତ୍ତି ଚାଲିଥିବା ବେଳେ ଏହା ଫାଟି ଯାଇଛି। ଏଥିରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ଅନ୍ୟ ୬ ଜଣ ଆହତ
Read the original at Odisha Reporter ↗