Flag of Indiaसत्यमेव जयते AADTAK
REFORM POLITICS ODISHA

୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରୁଥିବା ଆଇନର ପ୍ରାସଙ୍ଗିକତା ଆଉ ନାହିିଁ

ନୂଆଦିଲ୍ଲୀ, ୫ା୧୧: ବିଗତ କିଛି ଦଶନ୍ଧି ମଧ୍ୟରେ ହୋଇଥିବା ଜନସଂଖ୍ୟା ଜନିତ ପରିବର୍ତ୍ତନ ଯୋଗୁ ଅତ୍ୟଧିକ ଜନସଂଖ୍ୟା ବୃଦ୍ଧିର ଭୟ ଦୂର ହୋଇଯାଇଛି। ତେଣୁ ୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରୁଥିବା ଆଇନଗୁଡ଼ିକ ଏବେ ନିଜର ପ୍ରାସଙ୍ଗିକତା ହରାଇଛନ୍ତି ବୋଲି ବୁଧବାର ସୁପ୍ରିମକୋର୍ଟ

ଧରିତ୍ରୀ Thu, 05 Nov 2026 03:55
Read the original at ଧରିତ୍ରୀ ↗