GOOD
INDIA
ODISHA
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ବଲାଙ୍ଗୀରରେ ‘ରନ୍ ଫର୍ ୟୁନିଟି’: ଏକତାର ବାର୍ତ୍ତା ଦେଲେ ପୋଲିସ ବାହିନୀ

ବଲାଙ୍ଗୀର, ୩୧।୧୦(ସୁନିଲ କୁମାର ମହାନ୍ତି): ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆଜି ବଲାଙ୍ଗୀର ପୋଲିସ ପକ୍ଷରୁ ‘ରନ୍ ଫର୍ ୟୁନିଟି’ (ଏକତା ପାଇଁ ଦୌଡ଼) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜାତୀୟ ଅଖଣ୍ଡତା ଏବଂ ଏକତାର ବାର୍ତ୍ତା ଦିଆଯାଇଥିଲା। ବଲାଙ୍ଗୀର ଏସ
ଧରିତ୍ରୀ पर मूल खबर पढ़ें ↗