GOOD
INDIA
ODISHA
ଅତି ଭୀଷଣ ବାତ୍ୟା ରୂପ ନେଲା ଅର୍ଣ୍ଣବ; ୬ଜିଲାକୁ ଜାରି ହେଲା ଓ୍ବାର୍ନିଂ, ଏହି ସମୟରେ ଲ୍ୟାଣ୍ଡଫଲ୍
ଭୁବନେଶ୍ବର, ୨୭।୧୦: ସମୁଦ୍ର ଭିତରେ ଅତି ଭୀଷଣ ବାତ୍ୟା ରୂପ ନେଲା ଅର୍ଣ୍ଣବ । ଖବର ଲେଖାଯିବା ସୁଦ୍ଧା ଗୋପାଳପୁର ଠାରୁ ଦକ୍ଷିଣରେ ୩୮୦ କିମି ଦୂରରେ ରହିଥିବା ବେଳେ ବିଶାଖାପାଟଣା ଠାରୁ ଦକ୍ଷିଣପୂର୍ବର ୩୦୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ୨୫ କିମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ
Read the original at ଧରିତ୍ରୀ ↗