GOOD
INDIA
ODISHA
ଦିନିକିଆରେ ଇତିହାସ ରଚିଲା କ୍ରିକେଟ୍ର ଶିଶୁ: ସମସ୍ତଙ୍କ ଚକିତ କଲା ପ୍ରଦର୍ଶନ
ନୂଆଦିଲ୍ଲୀ,୨।୧୧:ଅନ୍ତର୍ଜାତୀୟ କ୍ରିକେଟ୍ରେ ନାମ୍ବିଆର ଐତିହାସିକ ସଫଳତା। ଆୟରଲାଣ୍ଡକୁ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ୩-୨ରେ ପରାସ୍ତ କରି ଇତିହାସ ରଚିଛି ନାମ୍ବିଆ। ନଭେମ୍ବର ୧ରେ ଖେଳାଯାଇଥିବା ସିରିଜ୍ର ଶେଷ ମ୍ୟାଚରେ ବିଜୟ ସହ ନାମ୍ବିଆ ଏହି ଐତିହାସିକ ଉପଲବ୍ଧି ହାସଲ କରିଛି।
ଧରିତ୍ରୀ पर मूल खबर पढ़ें ↗