Flag of Indiaसत्यमेव जयते AADTAK
GOOD INDIA ODISHA

ପ୍ରଶଂସକଙ୍କ ପାଇଁ Bad News: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ ହେବ ବାତିଲ! ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ୱେଲିଂଟନରେ ଖେଳାଯିବ। ପ୍ରଥମ ଦିନିକିଆରେ ବିଜୟ ସହ ସିରିଜ ଆରମ୍ଭ କରିଥିବା ଟିମ ଇଣ୍ଡିଆ ଏବେ ଦ୍ୱିତୀୟ ମ୍ୟାଚ ଜିତି ସିରିଜରେ ଆଗୁଆ ରହିବାକୁ ଲକ୍ଷ୍ୟ ରଖିଛି। ତେବେ ଦ୍ୱିତୀୟ ମ୍ୟାଚ ଉପରେ ବର୍ଷାର ବିପଦ ଘନେଇଛି।

ଧରିତ୍ରୀ Fri, 06 Nov 2026 06:31
Read the original at ଧରିତ୍ରୀ ↗