Flag of Indiaसत्यमेव जयते AADTAK
RESPONSE INDIA ODISHA

ବାତ୍ୟା ‘ଅର୍ଣ୍ଣବ’ ପରେ ଅସହାୟଙ୍କ ସାହା ସାଜିଲେ ଯୁବ ସ୍ବେଚ୍ଛାସେବୀ

ଗଞ୍ଜାମ, ୪।୧୧ (ବିଦ୍ୟାଧର ସାହୁ): ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟା ଗଞ୍ଜାମ ଅଞ୍ଚଳର ଅନେକ ପରିବାରଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି। କାହାର ଘର ବନ୍ୟା ପାଣିରେ ଭାସିଯାଇଛି ତ ଆଉ କାହାର ଘରର ଚାଳ ଓ ଆଜବେଷ୍ଟସ ଉଡ଼ିଯାଇଛି। ଅନେକଙ୍କ ଘରେ ପାଣି ପଶି ଆସବାବପତ୍ର ନଷ୍ଟ ହୋଇଥିବା ବେଳ

ଧରିତ୍ରୀ Wed, 04 Nov 2026 06:23
ଧରିତ୍ରୀ पर मूल खबर पढ़ें ↗