Flag of Indiaसत्यमेव जयते AADTAK
REFORM POLITICS ODISHA

Assembly ନଭେମ୍ବର ୧୮ରୁ ବିଧାନସଭାର ଶୀତ ଅଧିବେଶନ: ପ୍ରଥମଦିନରେ ଆସିବ ଅତିରିକ୍ତ ବଜେଟ୍ , ଡିସେମ୍ବର ୩୧ଯାଏ ଚାଲିବ ଗୃହ

ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ନଭେମ୍ବର ୧୮ତାରିଖରୁ ଆରମ୍ଭ ହେବ। ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୩୧ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମଦିନରେ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହ

Odisha Reporter Wed, 28 Oct 2026 16:39
Read the original at Odisha Reporter ↗