Flag of Indiaसत्यमेव जयते AADTAK
CRISIS INDIA ODISHA

ସମ୍ପର୍କରେ ରକ୍ତର ଛିଟା, ମାମୁଁଙ୍କୁ ତେଣ୍ଟା ଭୁସି ହତ୍ୟା

ଆଳି,୬।୧୧(ବନମାଳୀ ସେନାପତି): ତେଣ୍ଟା ଭୁସି ମାମୁଁଙ୍କୁ ହତ୍ୟା କଲେ ଭଣଜା ଓ ସମ୍ପର୍କୀୟ ପୁତୁରା । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ମହାସାହାଣୀରେ । ମହାସାହାଣୀର ଗିରିଧାରୀ ଦାସ ତାଙ୍କ ଭଣଜା କାରେନ ଦାସଙ୍କୁ ଅସାମାଜିକ କାର୍ଯ୍ୟର

ଧରିତ୍ରୀ Fri, 06 Nov 2026 03:13 DEVELOPING
Read the original at ଧରିତ୍ରୀ ↗