Flag of Indiaसत्यमेव जयते AADTAK
GOOD INDIA ODISHA

ରାତି ୧୦ଟାରେ ‘ମା’ ଗୃହ’ରେ ପହଞ୍ଚିଲେ ଥାନା ଅଧିକାରୀ, ଗର୍ଭବତୀ-ନବଜାତ ଶିଶୁଙ୍କ ବୁଝିଲେ ସ୍ଥିତି

ଗୁଡ଼ାରି,୨୭।୧୦(ପ୍ରମୋଦ କୁମାର ପତି) : ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଗୁଡ଼ାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) ପରିସରରେ ଥିବା ‘ମା’ ଗୃହ’ରେ ବ୍ଲକର ବିଭିନ୍ନ ଗ୍ରାମରୁ ୨୦ ଜଣ ଗର୍ଭବତୀ ମହିଳାଙ୍କୁ ଆଣି ସୁରକ୍ଷିତ ଭାବେ ରଖାଯାଇଛି। ଏହି କ୍ରମରେ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ

ଧରିତ୍ରୀ Tue, 27 Oct 2026 18:34
Read the original at ଧରିତ୍ରୀ ↗