GOOD
INDIA
ODISHA
ଆଦର୍ଶ ବିଦ୍ୟାଳୟରୁ ବାଦ୍ ପଡ଼ିଲା ୪୨ ମୌଜା ପିଏମ୍ ବାଲୁଙ୍କେଶ୍ୱର ବିଦ୍ୟାପୀଠ
କଟକ ସଦର,୫ା୧୧(ସୁଶାନ୍ତ କୁମାର ଜେନା): ଆସନ୍ତା ୬ ତାରିଖରେ ରାଜ୍ୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନାରେ କଟକ ସଦର ବ୍ଲକ ଅନ୍ତର୍ଗତ ୪ଟି ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯାଇଛି। ସେଗୁଡ଼ିକ ହେଲା ୪୨ ମୌଜାର ବେଣ୍ଟକାର ଉଚ୍ଚ ବିଦ୍ୟାଳୟ, ବରୁଣେଇ ବିଦ୍ୟା
Read the original at ଧରିତ୍ରୀ ↗