Flag of Indiaसत्यमेव जयते AADTAK
GOOD INDIA ODISHA

ଦ୍ୱିତୀୟ ଦିନିକିଆ ପାଇଁ ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ! ଏହି ଷ୍ଟାର୍‌ ବୋଲରଙ୍କ ହେବ ଏଣ୍ଟ୍ରି, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ, ୫।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଟିମ ଇଣ୍ଡିଆର ଆରମ୍ଭ ଧମାକାଦାର ରହିଛି। ଅକଲାଣ୍ଡରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୫ ଉଇକେଟ୍‌ରେ ବିଜୟ ହାସଲ କରିଛି। ଏବେ ଉଭୟ ଦଳ ମଧ୍ୟରେ ଦ୍ୱିତୀୟ ମୁକାବିଲା ୱେଲିଂଟନରେ ଖେଳାଯିବ। ବିଜୟ ପରେ ସାଧାରଣତଃ ଦଳର ପ୍ଲେଇଂ

ଧରିତ୍ରୀ Thu, 05 Nov 2026 04:43
ଧରିତ୍ରୀ पर मूल खबर पढ़ें ↗