Flag of Indiaसत्यमेव जयते AADTAK
GOOD INDIA ODISHA

ଖୁବ ଶକ୍ତିଶାଳୀ ହେଲାଣି ଘୂର୍ଣ୍ଣିବଳୟ ‘ଅର୍ଣ୍ଣବ’; ୪ ରାଜ୍ୟରେ ସତର୍କତା, ୫୩ ଟ୍ରେନ ବାତିଲ, ଆଗାମୀ ୧୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ,୨୭।୧୦: ‘ଅର୍ଣ୍ଣବ’ (Arnab) ନାମକ ବାତ୍ୟାକୁ ନେଇ କେନ୍ଦ୍ର ସରକାର ଚାରିଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବା ପରେ, ଏହି ବାତ୍ୟା ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରୁଛି। ଫଳରେ, ଆନ୍ଧ

ଧରିତ୍ରୀ Tue, 27 Oct 2026 02:10
Read the original at ଧରିତ୍ରୀ ↗